ପ୍ରଥମ ବଂଶାବଳୀ 8 : 1 (ORV)
ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;
ପ୍ରଥମ ବଂଶାବଳୀ 8 : 2 (ORV)
ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା ।
ପ୍ରଥମ ବଂଶାବଳୀ 8 : 3 (ORV)
ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ
ପ୍ରଥମ ବଂଶାବଳୀ 8 : 4 (ORV)
ଓ ଅବୀଶୟ ଓ ନାମାନ୍ ଓ ଆହୋହ
ପ୍ରଥମ ବଂଶାବଳୀ 8 : 5 (ORV)
ଓ ଗେରା ଓ ଶଫୂଫନ୍ ଓ ହୂରମ୍ ।
ପ୍ରଥମ ବଂଶାବଳୀ 8 : 6 (ORV)
ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ ।
ପ୍ରଥମ ବଂଶାବଳୀ 8 : 7 (ORV)
ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା ।
ପ୍ରଥମ ବଂଶାବଳୀ 8 : 8 (ORV)
ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ ।
ପ୍ରଥମ ବଂଶାବଳୀ 8 : 9 (ORV)
ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍
ପ୍ରଥମ ବଂଶାବଳୀ 8 : 10 (ORV)
ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ ।
ପ୍ରଥମ ବଂଶାବଳୀ 8 : 11 (ORV)
ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା ।
ପ୍ରଥମ ବଂଶାବଳୀ 8 : 12 (ORV)
ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍
ପ୍ରଥମ ବଂଶାବଳୀ 8 : 13 (ORV)
ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ ।
ପ୍ରଥମ ବଂଶାବଳୀ 8 : 14 (ORV)
ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍
ପ୍ରଥମ ବଂଶାବଳୀ 8 : 15 (ORV)
ଓ ସବଦୀୟ ଓ ଅରାଦ୍ ଓ ଏଦର
ପ୍ରଥମ ବଂଶାବଳୀ 8 : 16 (ORV)
ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ;
ପ୍ରଥମ ବଂଶାବଳୀ 8 : 17 (ORV)
ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର
ପ୍ରଥମ ବଂଶାବଳୀ 8 : 18 (ORV)
ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍ ।
ପ୍ରଥମ ବଂଶାବଳୀ 8 : 19 (ORV)
ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି
ପ୍ରଥମ ବଂଶାବଳୀ 8 : 20 (ORV)
ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ
ପ୍ରଥମ ବଂଶାବଳୀ 8 : 21 (ORV)
ଓ ଅଦାୟା ଓ ବରାୟା ଓ ଶିମ୍ରତ୍;
ପ୍ରଥମ ବଂଶାବଳୀ 8 : 22 (ORV)
ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ
ପ୍ରଥମ ବଂଶାବଳୀ 8 : 23 (ORV)
ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍
ପ୍ରଥମ ବଂଶାବଳୀ 8 : 24 (ORV)
ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ
ପ୍ରଥମ ବଂଶାବଳୀ 8 : 25 (ORV)
ଓ ଯିଫଦୀୟ ଓ ପନୁୟେଲ;
ପ୍ରଥମ ବଂଶାବଳୀ 8 : 26 (ORV)
ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ
ପ୍ରଥମ ବଂଶାବଳୀ 8 : 27 (ORV)
ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି;
ପ୍ରଥମ ବଂଶାବଳୀ 8 : 28 (ORV)
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ ।
ପ୍ରଥମ ବଂଶାବଳୀ 8 : 29 (ORV)
ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା ।
ପ୍ରଥମ ବଂଶାବଳୀ 8 : 30 (ORV)
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍
ପ୍ରଥମ ବଂଶାବଳୀ 8 : 31 (ORV)
ଓ ଗଦୋର ଓ ଅହୀୟୋ ଓ ସଖର;
ପ୍ରଥମ ବଂଶାବଳୀ 8 : 32 (ORV)
ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ ।
ପ୍ରଥମ ବଂଶାବଳୀ 8 : 33 (ORV)
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍‍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ ।
ପ୍ରଥମ ବଂଶାବଳୀ 8 : 34 (ORV)
ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା ।
ପ୍ରଥମ ବଂଶାବଳୀ 8 : 35 (ORV)
ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ ।
ପ୍ରଥମ ବଂଶାବଳୀ 8 : 36 (ORV)
ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା ।
ପ୍ରଥମ ବଂଶାବଳୀ 8 : 37 (ORV)
ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
ପ୍ରଥମ ବଂଶାବଳୀ 8 : 38 (ORV)
ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍ । ଏସମସ୍ତେ ଆତ୍ସେଲର ପୁତ୍ର ।
ପ୍ରଥମ ବଂଶାବଳୀ 8 : 39 (ORV)
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ ।
ପ୍ରଥମ ବଂଶାବଳୀ 8 : 40 (ORV)
ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ । ଏସମସ୍ତେ ବିନ୍ୟାମୀନର ସନ୍ତାନ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40

BG:

Opacity:

Color:


Size:


Font: